Mate Tu Jhuribu Odia Mp3 Song Download by Human Sagar

Mate Tu Jhuribu Odia Mp3 Song Download by Human Sagar

Mate Tu Jhuribu Odia Mp3 Song Download by Human Sagar

Hello Friends, Odia New Mp3 Song Mate Tu Jhuribu Odia Mp3 Song Download by Human Sagar, Lyrics Written by Babul Gurui and Music Composed by Md.Mushir. You can also Download New Human Sagar Mp3 Song Download.Odia Status Video Download.

Download Here


Human Sagar Song Full Lyrics Click Here

Odia Full Lyrics:

କାହିଁକି ଯାଣେନା ମତେ ତୁ ଭୁଲିଲୁ
ଭଲ ପାଇ priya ଭଣ୍ଡେଇ ଦେଲୁ
ଓ…..ଓ……ଓ…….ଓ
କାହିଁକି ଯାଣେନା ମତେ ତୁ ଭୁଲିଲୁ
ଭଲ ପାଇ priya ଭଣ୍ଡେଇ ତୁ ଦେଲୁ

ଦିନ ଆସିବ ମତେ ତୁ ଖୋଜିବୁ
ମୋ ପ୍ରେମ ପାଇଁ ତୁ ନିତି ଝୁରିବୁ

ମୋ କଥା ତୁ ମନେ ପକେଇ
କବାଟ କଣାରେ ନିତି kandibu

ଝୁରିବୁ ମତେ ତୁ ଝୁରିବୁ
ଝୁରିବୁ ମତେ ତୁ ଝୁରିବୁ 4

ମତେ ଯେମିତି ଲୋ ତୁ ଯାଇଚୁ ଠକି
କେହିଜଣେ ଦିନେ ତତେ ଯିବଲୋ ଠକି

ମୋ ମନକୁ priyaଖେଳନିଟେ ଭାବି
Bhangi ଦେଲୁ ତାକୁ ତୁ ଖେଳି ସାରିକି

ଆଖି ଲୁହ ଦିନେ ତୋର ଓଠ ପିଇବ
ମୋ ଲୁହ କଥା ତୋର ମନେ ପଡିବ

ମୋ କଥା କୁ ମନେ ପକେଇ
ଜି ଜି priya ନିତି ମରିବୁ
ଝୁରିବୁ ମତେ ତୁ ଝୁରିବୁ
ଝୁରିବୁ ମତେ ତୁ ଝୁରିବୁ

ରଖିଥିଲି ତତେ ମୋ ଛାତି ଭିତରେ
ଚିରି ଦେଲୁ ଛାତି ଛଳନା ଛୁରିରେ
ଯେମିତି ତୁ ଚୁନା କଲୁ ମୋ ସପନ
ସବୁ ସପନ ଚୁନା ହବ ଲୋ ତୋର

ପାଇବୁନି ଆଉ କେବେ ମୋ prema କୁ
ଘୃଣା କରିବୁ ଲୋ ତୁ ନିଜେ ନିଜ କୁ

ମୋ smruti କୁ ଯାବୁଡି ଧରି
Kain kain ହୋଇ ଲୁହ ଢାଳିବୁ

ଝୁରିବୁ ମତେ ତୁ ଝୁରିବୁ
ଝୁରିବୁ ମତେ ତୁ ଝୁରିବୁ….

About Song:

Song Mate Tu Jhuribu
Singer Human Sagar
Lyrics Babul Guru
Music Md.Mushir

New Odia Mp3 Song Download:


You can also Hindi Mp3 Song & Lyrics Download:

Filhall Song by Akshya Kumar

Hawa Banke Song

Whatsapp Status Video Download

4 thoughts on “Mate Tu Jhuribu Odia Mp3 Song Download by Human Sagar

Leave a Reply

Your email address will not be published. Required fields are marked *