Ei Bharata Aama Janani Janama Bhuien Odia Patriotic Song Download (ଏଇ ଭାରତ ଆମ ଜନନୀ ଜନମ ଭୂଇଁ)

Ei Bharata Aama Janani Janama Bhuien Odia Patriotic Song Download
Ei Bharata Aama Janani Janama Bhuien Odia Patriotic Song Download: Hello Friends,This is Odia Deshbhakti Song Most Popular Song and You can Also All Odia New Song Download,Odia Petrotic Song Download | Odia Deshbhakti Mp3 Odia Song | Odia Patriotic Mp3 Song in Odia | Odia New Patriotic Song Download and Odia Patriotic Song Lyrics Download.
[adinserter block=”2″]
Ei Bharata Aama Janani Janama Bhuien Lyrics in Full Song
ଏଇ ଭାରତ ଆମ ଜନନୀ ଜନମ ଭୂଇଁ Odia Song Full Lyrics
ଏଇ ଭାରତ ଆମ ଜନନୀ ଜନମ ଭୂଇଁ
ଏଇ ଭାରତ ଯାର ଜଗତେ ତୂଳନା ନାହିଁ
ଏଇ ଭାରତ ଆମ ଜନନୀ ଜନମ ଭୂଇଁ
ଏଇ ଭାରତ ଯାର ଜଗତେ ତୂଳନା ନାହିଁ
ସେନେହ ସୁହାଗ ଯାର ଅନୁରାଗ (୨)
ମୈତ୍ରୀର ବନ୍ଧନ ନେଇ ||
ଏଇ ଭାରତ ଆମ ଜନନୀ ଜନମ ଭୂଇଁ
ଏଇ ଭାରତ ଯାର ଜଗତେ ତୂଳନା ନାହିଁ
ମଥାରେ ଯାହାର ମୁକୁଟ ପରାଏ ତୁଣ୍ଡ ହିମଗିରି ଶୋହେ
ଚରଣ ଯୁଗଳ ପରଶେ ଯାହାର ସପତ ସିନ୍ଧୁ ବହେ
ମଥାରେ ଯାହାର ମୁକୁଟ ପରାଏ ତୁଣ୍ଡ ହିମଗିରି ଶୋହେ
ଚରଣ ଯୁଗଳ ପରଶେ ଯାହାର ସପତ ସିନ୍ଧୁ ବହେ
ଯାର ବୁକୁରେ କୋଟି ନିର୍ଝରିଣୀ ଯାଏ ବହି
ଯାର କଟିରେ ବିନ୍ଧ୍ୟ ଗିରିବର ଅଛିରହି
ପ୍ରତି ଧୂଳିକଣା ପ୍ରତି ଜଳବିନ୍ଦୁ(୨)
ଯା ନାମକୁ ଯାଏ ଗାଇ ||
ଏଇ ଭାରତ ଆମ ଜନନୀ ଜନମ ଭୂଇଁ
ଏଇ ଭାରତ ଯାର ଜଗତେ ତୂଳନା ନାହିଁ
ସବୁଜିମା ଯାର ଚିର ଆଭରଣ ସୁନ୍ଦର ଯାହାର ଶିରି
ଗଉରବ ଯାର ଅକ୍ଷୟ କିରତୀ ସଉରଭେ ଉଠେ ପୁରି
ସବୁଜିମା ଯାର ଚିର ଆଭରଣ ସୁନ୍ଦର ଯାହାର ଶିରି
ଗଉରବ ଯାର ଅକ୍ଷୟ କିରତୀ ସଉରଭେ ଉଠେ ପୁରି
ଯାର ପରାଣ ଆମ ସବୁରି ମମତା ନେଇ
ଯାର ଚରଣ ଆମ ସବୁରି ମଙ୍ଗଳ ପାଇଁ
ସେଇ ଭାରତର ସନ୍ତାନ ଆମେରେ(୨)
ଜଗତ କଲ୍ୟାଣ ପାଇଁ ||
ଏଇ ଭାରତ ଆମ ଜନନୀ ଜନମ ଭୂଇଁ
ଏଇ ଭାରତ ଯାର ଜଗତେ ତୂଳନା ନାହିଁ
ସେନେହ ସୁହାଗ ଯାର ଅନୁରାଗ(୨)
ମୈତ୍ରୀର ବନ୍ଧନ ପାଇଁ ||
ଏଇ ଭାରତ ଆମ ଜନନୀ ଜନମ ଭୂଇଁ
ଏଇ ଭାରତ ଯାର ଜଗତେ ତୂଳନା ନାହିଁ
Download Whatsapp Status Video
You can Also New Odia Mp3 Song Download:
- Tate Bhuli Jibi Sinthire Naibu Jadi Au Kaha Sindura Human Sagar Song
- Prema Barna Bodha Sad Song(ପ୍ରେମ ବର୍ଣ୍ଣବୋଧ)
- To Pari Premika Lo Prema pain Kalanka(ତୋପରି ପ୍ରେମିକା ଲୋ ପ୍ରେମ ପାଇଁ କଳଙ୍କ )
- Mo Dunia Re Mu Bhala Sad Song(ମୋ ଦୁନିଆଁ ରେ ମୁଁ ଭଲରେ ଥିଲି )
Tag in this Song: Odia Patriotic Song Download | August 15 Odia Song Download and Odia Lyrics | August 15 Lyrics in Odia | January 26 Odia Song Download | Odia Independence Day Song and Lyrics | Odia Lyrics in August 15 Mp3 Song | Odia Song in Mp3 Petrotic Song Download.